Astrology

ଭଗବାନ ଶ୍ରୀରାମ ବାରକଳା ନେଇ ଅବତରିତ ହୋଇଥିଲେ ଏବଂ ଶ୍ରୀକୃଷ୍ଣ ଷୋଳକଳା ନେଇ । ଏହି କଳା କ’ଣ ?

  •  
  • 4
  •  
  •  
  •  
  •  
  •  
    4
    Shares

ଶ୍ରୀରାମ ନିଜ ଅବତାରରେ ଭଗବାନଙ୍କ ଭଳିରୂପ ଦେଖାଇ ନଥିଲେ କିନ୍ତୁ ସେ ମନୁଷ୍ୟମାନଙ୍କ ନିମନ୍ତେ ଆଦର୍ଶ ପ୍ରସ୍ତୁତ କରିଥିଲେ, ଏଥିପାଇଁ ତାଙ୍କୁ ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ରଜୀ କହନ୍ତି ।
ପୁରୁଷୋତ୍ତମ ଶବ୍ଦ ଦୁଇଟି ଶବ୍ଦକୁ ଯୋଡି କରି ତିଆରି ହୋଇଛି, ତାହା ହେଲା ପୁରୁଷ+ଉତ୍ତମ, ଅର୍ଥାତ୍ ପୁରୁଷୋତ୍ତମ । ଯିଏ ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ଆଦର୍ଶ ପ୍ରସ୍ତୁତ କରନ୍ତି ତାଙ୍କୁ ହିଁ ପୁରୁଷୋତ୍ତମ କୁହାଯାଏ କିନ୍ତୁ ଶ୍ରୀ କୃଷ୍ଣ ଚନ୍ଦ୍ର ଜୀ ଅବତାର ଗ୍ରହଣ କରୁକରୁ ନିଜର ଦିବ୍ୟରୂପ ପ୍ରସ୍ତୁତ କରିବାକୁ ଲାଗିଲେ ଯେପରି ତାଙ୍କର ଜନ୍ମ ହେଉ ହେଉ ଦେବକୀ ଏବଂ ବାସୁଦେବଙ୍କର ହାତକଡି ସ୍ୱତଃ ଖୋଲି ଯାଇଥିଲା ଓ ପ୍ରହରୀମାନେ କାଳନିଦ୍ରାରେ ଶୋଇଯାଇଥିଲେ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...