Astrology

ମୁସଲମାନମାନେ ପଶ୍ଚିମ ଦିଗକୁ ମୁଖକରି ପ୍ରାର୍ଥନା କରନ୍ତି କାହିଁକି ?

ମୁସଲମାନମାନେ ଖୁଦା(ଭଗବାନ)ଙ୍କ ଘର ପଶ୍ଚିମ ଦିଗ ବୋଲି ମାନ ଥାଆନ୍ତି ଏବଂ ସେମାନଙ୍କର ପ୍ରଧାନ ପୀଠ ସ୍ଥଳୀ ପଶ୍ଚିମ ଦିଗରେ ହୋଇଥିବାରୁ ସେମାନେ ପଶ୍ଚିମ ଦିଗକୁ ଚାହିଁ ନମାଜ (ପ୍ରାର୍ଥନା) କରିଥାଆନ୍ତି । ତାଙ୍କର ମସଜିଦ୍(ପ୍ରାର୍ଥନାଗୃହ) ମଧ୍ୟ ଏହି ଢଙ୍ଗରେ ତିଆରି ହୋଇଥାଏ । ସେମାନଙ୍କର ପବିତ୍ର ଓ ପ୍ରଧାନ ପୀଠସ୍ଥଳୀ ପଶ୍ଚିମ ଦିଗରେ ଅବସ୍ଥିତ ।

Loading...

Join The Discussion

Loading...