Astrology

କାହାକୁ ପୂଜାକଲେ କେଉଁ ରୋଗ ଭଲ ହୁଏ ?

  •  
  • 11
  •  
  •  
  •  
  •  
  •  
    11
    Shares

-ଅର୍ଦ୍ଧ ନାରୀଶ୍ୱର ଶମ୍ଭୁଙ୍କୁ ପୂଜାର୍ଚ୍ଚନା କଲେ ନପୁଂସକତା ଦୂର ହୁଏ ।
– ସୂର୍ଯ୍ୟ ପୂଜାକଲେ ମୁଖ ରୋଗ ଓ ଯକ୍ଷ୍ମା ରୋଗ ଭଲ ହୁଏ ।
– ଅଗ୍ନି ଦେବତାଙ୍କ ପୂଜାର୍ଚ୍ଚନା କଲେ ପେଟ ରୋଗରୁ ମୁକ୍ତି ମିଳେ ଷ
– ଚତୁର୍ଭୁଜ ବିଷ୍ଣୁଙ୍କୁ ପୂଜାକଲେ ପାଣ୍ଡୁ ରୋଗରୁ ମୁକ୍ତି ମିଳେ ।
– ରୂପାର ବାଳଗୋପାଳ ମୂର୍ତ୍ତି ପୂଜାକଲେ ଅର୍ଶ ରୋଗ ଭଲ ହୁଏ ।
– ଗଣେଶଙ୍କ ପୂଜାରର୍ଚଚନାକଲେ ରକ୍ତହୀନତା ରୋଗ ଭଲ ହୁଏ ।
– କୁମାର କାର୍ତ୍ତିକେୟଙ୍କୁ ପୂଜା କଲେ ପ୍ରମେହ ରୋଗରୁ ରକ୍ଷା ମିଳେ ।
-କନ୍ଦର୍ପ ଓ ରତି ଦେବୀଙ୍କ ପୂଜାର୍ଚ୍ଚନା କଲେ ନେତ୍ର ପାଦ ରୋଗରୁ ମୁକ୍ତି ମିଳେ ।
– ଅଶ୍ୱିନୀ କୁମାରଙ୍କୁ ପୂଜା କଲେ ଚର୍ମରୋଗରୁ ରକ୍ଷା ମିଳେ ।
– ପଞ୍ଚଦେବ ପୂଜାକଲେ ସର୍ବମଙ୍ଗଳ ହୁଏ । ମନସ୍କାମନା ପୂର୍ଣ୍ଣ ହୁଏ ।
– ସାଧୁସନ୍ଥ ସେବା ପୂଜା କଲେ ସନ୍ତାନ ପ୍ରାପ୍ତି ହୁଏ । ମନସ୍କାମନା ପୂରଣ ହୁଏ । ସର୍ବ ମଙ୍ଗଳ ହୁଏ ।
– ଲକ୍ଷ୍ମୀ ନୃସିଂହଙ୍କୁ ପୂଜାର୍ଚ୍ଚନା କଲେ ଭାଇ ଭାଉ ଝଗଡା ମେଣ୍ଟିଯାଏ । ପରିବାରରେ ସର୍ବବିଧ ମଙ୍ଗଳ ହୁଏ । ଅଭୀଷ୍ଟ ପୂରଣ ହୁଏ ।

  •  
    11
    Shares
  •  
  • 11
  •  
  •  
  •  
  •  
Loading...

Join The Discussion

Loading...