Astrology

ବାସ୍ତୁ ରଙ୍ଗର ଶୁଭାଶୁଭ

  •  
  • 10
  •  
  •  
  •  
  •  
  •  
    10
    Shares

ଗୃହ ଖଣ୍ଡିଏ ନିର୍ମାଣ କରିବାକୁ ହେଲେ ଗୃହ ଭୂମିକୁ ଭଲଭାବେ ପରୀକ୍ଷା କରି ଗୃହ ନିର୍ମାଣ କରିବା ଦରକାର । ସେଥିମଧ୍ୟରୁ କେତେକ ଜ୍ଞାତବ୍ୟ ବିଷୟ ଏଠାରେ ପ୍ରଦତ୍ତ କରାଗଲା ।
୧. ଧଳା ରଙ୍ଗର ମୃତ୍ତିକା ହେଲେ ତାହା ନିର୍ମାଣ କରିବାକୁ ଥିବା ଗୃହ ନିମନ୍ତେ ଶୁଭ ହୋଇଥାଏ ।
୨. ଯେଉଁ ଭୂମିରୁ ମହୁଲ ଓ ପୁଷ୍ପର ଗନ୍ଧ ଆସୁଥିବ ସେପରି ଭୂମିରେ ଗୃହ ନିର୍ମାଣ କଲେ ଗୃହକୁ ଶୁଭ ହୋଇଥାଏ ।
୩. ଯେଉଁ ଭୂମିରେ ମଦ ମାଂସର ଗନ୍ଧ ଆସୁଥାଏ, ସେପରି ଭୂମିରେ ଗୃହ ନିର୍ମାଣ କଲେ ବସବାସ କଲେ ବହୁ ଅଶୁଭ ଫଳ ମିଳିଥାଏ ।
୪. ମୃତ୍ତିକାକୁ ଚାଖିଦେଲେ ତାହା ଯଦି ସ୍ୱାଦରେ ମିଠାଳିଆ ଲାଗେ ସେହି ଭୂମିରେ ଗୃହ ନିର୍ମାଣ କଲେ ତାହା ଗୃହ ନିମନ୍ତେ ଶୁଭ ହୋଇଥାଏ ।
୫. ଗୃହ ନିର୍ମାଣ ନିମନ୍ତେ ଥିବା ଭୂମି ଯେବେ ଖଟା କିମ୍ବା ଲୁଣିଆ ଲାଗେ ସେ ଭୂମି ଗୃହ ନିର୍ମାଣ ନିମନ୍ତେ ଅନୁପଯୁକ୍ତ ହେବ ।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...