Astrology

ଆଜି ର ଭାଗ୍ୟ 1st september

  •  
  • 3
  •  
  •  
  •  
  •  
  •  
    3
    Shares

୧ ଶନିବାର

rashi pahala
ମେଷ ରାଶି:-
ଦିନଟି ଅତ୍ୟନ୍ତ ଭଲ ରହିବ ।
ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କର୍ମ କ୍ଷେତ୍ର ପ୍ରସାରିତ ହେବ ।
ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ ।
ସ୍ୱାସ୍ଥ୍ୟ ଭଲ ରହିବ କେବଳ ଥଣ୍ଡାଜନିତ ସମସ୍ୟା ଦେଖାଦେବ ।
କର୍ମକ୍ଷେତ୍ର ବିସ୍ଥାରିତ ହେବ, ନୂତନ କର୍ମ ପାଇଁ ପଥ ସୃଷ୍ଟି ହେବ ।
ଧନ, ଆର୍ଥିକ ସ୍ଥିତି ପ୍ରାୟ ପତ୍ୟେକ ଦିଗରୁ ସାହାର୍ଯ୍ୟ ସହଯୋଗ ପାଇବେ ।
ପାରିବାରିକ ଜୀବନ ସୁଖମୟ ରହିବ ।
ସ୍ୱାସ୍ଥ୍ୟଗତ ସମସ୍ୟା ଥଣ୍ଡା ଲାଗି ରହିବାରୁ ମାନସିକ ଅଶାନ୍ତି ଲାଗିରହିବ ।
ପ୍ରତିକାର:-
ହନୁମାନ ଚାଳିଶା ପଠନ କରି ସିନ୍ଦୁର ଲାଗି କରନ୍ତୁ ।
ଗରିବ ମେଧାବୀ ଛାତ୍ରମାନଙ୍କୁ ସାହାର୍ଯ୍ୟ କରନ୍ତୁ ଭଲ ରହିବ ।
ପାଖାପାଖି ପୋଖରୀ ଥିଲେ ମାଛମାନଙ୍କୁ ଖାଇବାକୁ ଦିଅନ୍ତୁ ।

Loading...

ବୃଷ ରାଶି:-
ଦିନଟି ପ୍ରାୟ ସବୁ ଦିଗରୁ ଭଲ ରହିଛି ।
ଶିକ୍ଷା, ସ୍ୱାସ୍ଥ୍ୟ, କର୍ମକ୍ଷେତ୍ର ରେ ଯଥେଷ୍ଟ ଉନ୍ନତି ପରିଲଖିତ ହେବ ।
କର୍ମ କ୍ଷେତ୍ର ବିସ୍ଥାରିତ ହେବ । ନୂତନ କର୍ମ ନିଯୁକ୍ତି ବା ପଦୋନ୍ନତି ଦେଖାଦେବ ।
ଅର୍ଥ ଦିଗ ବହୁତ ଭଲ ରହିବ ।
ବ୍ୟବସାୟ, ବାଣିଜ୍ୟ ଏବଂ ଆର୍ଥିକ ଦିଗରୁ ଦିନଟି ଭଲ ରହିବ ।
ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ।
ପ୍ରତିକାର:-
ମହାଦେବଙ୍କ ବୀଜ ମନ୍ତ୍ର ବା ମହାମୃତ୍ୟୁଜୟ ମନ୍ତ୍ର ଜପ କରନ୍ତୁ ।
ଦରିଦ୍ର ବା ଅଙ୍ଗହାନି ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ ।
ବିକଳାଙ୍ଗ ଲୋକଙ୍କ ସେବା କରନ୍ତୁ ।
ମିଥୁନ ରାଶି:-
ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।
ପାରିବାରିକ ସମସ୍ୟା ଗୁଡିକ ଗୋଳମାଳିଆ ସ୍ଥିତି ସୃଷ୍ଟି କରିବ ।
ଭାତୃବିବାଦ ବା ରକ୍ତ ସମ୍ପର୍କୀୟ ମାନଙ୍କ ସହ ମତାନ୍ତର ସୃଷ୍ଟି ହେବ ସେଥିପାଇଁ ସତର୍କ ରୁହନ୍ତୁ ।
ସ୍ୱାସ୍ଥ୍ୟରେ ବିଶେଷ କ୍ଷତି ନହେଲେ ମଧ୍ୟ ପେଟ ସମସ୍ୟା ଲାଗି ରହିବ ।
ବାହ୍ୟବନ୍ଧୁ ବା ଆତ୍ମୀୟ ସ୍ୱଜନମାନେ ପ୍ରତିଟି କ୍ଷେତ୍ରରେ ବିରୋଧ କରିବେ ।
କର୍ମକ୍ଷେତ୍ର ବିସ୍ଥାରିତ ହେଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବନାହିଁ ।
ଆର୍ôଥକ ଦିଗ ମଧ୍ୟମ ରହିବ ।
ପୁରାତନ ଅର୍ଥ ପ୍ରାପ୍ତହେଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନୁହେଁ ।
ପ୍ରତିକାର:-
ଶିବଙ୍କୁ ଦର୍ଶନ କରନ୍ତୁ ।
କଳାଜୀବ ମାନଙ୍କୁ ଖାଇବାକୁ ଦିଅନ୍ତୁ ।
ବହିଯାଉଥିବା ଜଳ ସୋତ୍ରରେ ଅଙ୍ଗାର ଭସାନ୍ତୁ ।
କର୍କଟ ରାଶି:-
ଦିନଟି ମଧ୍ୟମ ରହିବ ।
ଚିନ୍ତାଗସ୍ତ ରହିବେ ।
ଖେଳାଖେଳି ବା କ୍ରୀଡାକ୍ଷେତ୍ରରେ ଅନେକ ଉନ୍ନତି ପରିଲଖିତ ହେବ ।
ଶିକ୍ଷା କ୍ଷେତ୍ରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ ।
ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ କ୍ଷତି ବା ସମସ୍ୟାକୁ ଡାକି ଆଣିବେ ।
ଆର୍ଥିକ ସ୍ଥିତି ଭଲ ରହିବ ।
କର୍ମକ୍ଷେତ୍ର ଜଞ୍ଜାଳମୟ ହେଲେ ମଧ୍ୟ ଉନ୍ନତି ଆଡକୁ ଗତି କରିବ ।
ପ୍ରତିକାର:-
ଦରିଦ୍ର ବା କୌଣସି ଦେବ ସ୍ଥାନରେ ଜଳ ପ୍ରଦାନ କରନ୍ତୁ ବା ଅନ୍ୟମାନଙ୍କୁ ଦେବ ସ୍ଥାନରେ ଜଳ ସାହାର୍ଯ୍ୟ କରନ୍ତୁ ।
ସିଂହ ରାଶି:-
ଧନଲାଭ ଏବଂ ଭୂମିଲାଭର ଯୋଗ ରହିଛି ।
ମାନସିକ ସ୍ଥିତି ଭଲ ରହିବ ।
ନିଜର ପ୍ରାଧାନ୍ୟ ସବୁ କ୍ଷେତ୍ରରେ ଜାହିର କରିବେ ।
ସନ୍ତାନମାନେ ଆପଣଙ୍କୁ ଯଥେଷ୍ଟ ପ୍ରଶଂସା ଓ ପ୍ରେରଣା ଯୋଗାଇବେ ସେଥିପାଇଁ ଆତ୍ମବଳ ବୃଦ୍ଧି ପାଇବ ।
ପାରିବାରିକ କ୍ଷେତ୍ର ଭଲ ରହିବ ।
ଶିକ୍ଷା ମଧ୍ୟମ ରହିବ ।
ଆର୍ଥିକ ଦିଗ ଯଥେଷ୍ଟ ଉନ୍ନତି ଦେଖାଦେବ ।
ବେପାର, ବାଣିଜ୍ୟ ଏବଂ କର୍ମକ୍ଷେତ୍ର ବିସ୍ଥାରିତ ହେବ ।
ପ୍ରତିକାର:-
ସୂର୍ଯ୍ୟ ପ୍ରଣାମ କରନ୍ତୁ ।
ଆଦିତ୍ୟହୃଦୟମ ସ୍ତୋତ୍ର ପାଠ କରନ୍ତୁ ।
ଦରିଦ୍ର ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।
ଶିକ୍ଷା ବା ସେବା ମୂଳକ ସାହାର୍ଯ୍ୟ କରନ୍ତୁ ।
କନ୍ୟା ରାଶି:-
ଆଜି ଦିନଟି ମଧ୍ୟମ ରହିବ ।
ପାରିବାରିକ କ୍ଷେତ୍ର ଜଞ୍ଜାଳମୟ ହୋଇଯିବ । ଅନ୍ୟକୁ ଉପଦେଶ ଦେଇ ସମସ୍ୟାକୁ ଡାକି ଆଣିବେ ।
ଗୃହକାର୍ଯ୍ୟ, ବାହାନ, ବସ୍ତ୍ର ଭୂସଣ ବାଧ୍ୟତାରେ କ୍ରୟ କରିବେ ।
ଖର୍ଚ୍ଚାନ୍ତ ଯୋଗ ରହିଛି ।
ମାନସିକ ଅସ୍ଥିରତା ଦେଖାଦେବ ।
ଚାପଗ୍ରସ୍ଥ ହୋଇ ରହିବେ ।
ଧନ ସ୍ଥାନ ବ୍ୟୟ ଅଧିକ ରହିବ ।
ପ୍ରତିକାର:-
ମହାମୃତ୍ୟୁଜୟ ମନ୍ତ୍ର ଜପ କରନ୍ତୁ ।
ହନୁମାନଙ୍କ ପାଖରେ ସିନ୍ଦୁର ଲାଗି କରନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ ।
କଳାଜୀବ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା –
ପାରିପାର୍ଶ୍ୱିକ ପରିସ୍ଥିତି ଖରାପ ରହିବା ସହ ପଡ଼ୋଶୀମାନେ ସନ୍ଦେହ ଦୃଷ୍ଟିରେ ଦେଖିବେ ।
ଭ୍ରାତୃ ସମ୍ପର୍କରେ ବିଭ୍ରାଟ ହେତୁ ସତର୍କତା ଅବଲମ୍ବନ କରିବେ ।
ସ୍ୱାସ୍ଥ୍ୟ ଭଲ ରହିବା ସହ କର୍ମକ୍ଷେତ୍ର ବିସ୍ତାରିତ ହେବ ।
ଜଳ ଓ କେମିକାଲ ଜନିତ ବ୍ୟବସାୟୀରେ ଲାଭ ହେବ ।
ଭୂମି ସହ ଚାଷ କାର୍ଯ୍ୟରେ ଉନ୍ନତି ଲାଭ ହେବ ।
ପ୍ରତିକାର –
ହନୁମାନଙ୍କୁ ଦର୍ଶନ କରିବା, ଜଳଜୀବ ମାନଙ୍କୁ ଖାଦ୍ୟ ଦେବା ସହ ଜଳ ଦାନ କରନ୍ତୁ ।
ବିଛା –
ଆଜିର ଦିନ ବହୁତ ଭଲ ରହିବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ।
ମାନ ସମ୍ମାନ କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବ ।
ପୁରୁଣା ବନ୍ଧୁ ଙ୍କ ସହଯୋଗ ମିଳିବା ସହ ଶିକ୍ଷା କ୍ଷେତ୍ରରେ ବୃଦ୍ଧି ଘଟିବ ।
ଖର୍ଚ୍ଚାନ୍ତ ଯୋଗ ଥିଲେ ମଧ୍ୟ ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ ।
ପ୍ରତିକାର –
ବଗଳାମୁଖୀ ଦର୍ଶନ ସହ ବୀଜ ମନ୍ତ୍ର ଜପ କରନ୍ତୁ ।
ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
ଧନୁ –
ମାନସିକ ଅସ୍ଥିରତା ଦେଇ ଗତି କରିବେ, କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାର ଆବଶ୍ୟକ ରହିଛି ।
ପ୍ରତ୍ୟେକଟି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର କରିବାକୁ ଯାଇ ଅନ୍ୟମାନଙ୍କୁ ସମସ୍ୟାରେ ପକାଇବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ଆପଣଙ୍କ ପ୍ରଭାବ ଜାରି ରହିବ ।
ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିବ ।
ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ ସମ୍ପର୍କ ମଧ୍ୟମ ରହିବ ।
ପ୍ରତିକାର –
ଶନିଙ୍କୁ ଦର୍ଶନ କରିବା ସହ କଳାବସ୍ତ୍ର ଓ ରାଶି ତେଲର ଦୀପ ପ୍ରଦାନ କରନ୍ତୁ ।
ଏହାସହ କଳା ରଙ୍ଗର ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତୁ ।
ମକର –
ବ୍ୟୟଭାର ରେ ଯଥେଷ୍ଟ ବୃଦ୍ଧି ଘଟିବ, ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ ।
ପାରିବାରିକ ସହଯୋଗ ରେ ବୃଦ୍ଧି ଘଟିଲେ ମଧ୍ୟ ଘରର ବଡ଼ଲୋକଙ୍କ ଠାରୁ ପ୍ରତିରୋଧର ଶିକାର ହେବେ ।
ବାହ୍ୟ ସହଯୋଗ ପାଇ କର୍ମକ୍ଷେତ୍ର ବିସ୍ଥାରିତ ହେବ ।
ଶିକ୍ଷା କ୍ଷେତ୍ରରେ ଉନ୍ନତି , ନାମ ଅର୍ଜନ କରିବେ ।
ପ୍ରତିକାର –
ଗାୟତ୍ରୀ ମନ୍ତ୍ର ଜପ କରିବା ସହ ଦରିଦ୍ର ଓ ଅଙ୍ଗହାନୀ ବ୍ୟକ୍ତି ମାନଙ୍କୁ ଖାଇବାକୁ ଦିଅନ୍ତୁ ।
କୁମ୍ଭ-
ଦୂରସ୍ଥାନ କୁ ଭମ୍ରଣ, ଦେବୀ ଦର୍ଶନ ସହ ଖର୍ଚ୍ଚାନ୍ତ ଯୋଗ ରହିଛି ।
ନୂତନ ବନ୍ଧୁ ମିଳନ,ରାଜନୀତି କ୍ଷେତ୍ରରୁ ଯଥେଷ୍ଟ ସହଯୋଗ ମିଳିବ ।
କର୍ମ କ୍ଷେତ୍ରରେ ଉନ୍ନତି, ସ୍ୱାସ୍ଥ୍ୟବସ୍ଥା ଭଲ ରହିଲେ ମଧ୍ୟ ସାମନ୍ୟ ଯେଟ ସମସ୍ୟା ଲାଗି ରହିବ ।
ପ୍ରତିକାର –
ଶନିଙ୍କ ମନ୍ତ୍ର ଜପ କରିବା ସହ ଦକ୍ଷିଣକାଳୀଙ୍କୁ ଦର୍ଶନ କରି ଧ୍ୟାନ କରନ୍ତୁ ।
ମୀନ –
ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲିକ୍ଷତି ହେବ, ଅନ୍ୟମାନଙ୍କୁ ଉପଦେଶ ଦେଇ ଗର୍ବ ଅନୁଭବ କରିବେ । ଶିକ୍ଷା କ୍ଷେତ୍ର ବିସ୍ଥାରିତ ହେବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ ।
ପ୍ରତିକାର –
ଗୁରୁଜନମାନଙ୍କ ଠାରୁ ଆର୍ଶର୍ୀବାଦ ନେବା ସହ ଛୋଟ ଛୁଆଙ୍କୁ କିଛି ମିଠା ଜିନିଷ ଖାଇବାକୁ ଦେଲେ ଦିନଟି ଭଲରେ କଟିବ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...