Astrology

ହିନ୍ଦୁ କାହାକୁ କହନ୍ତି, ଏବଂ ହିନ୍ଦୁସ୍ତାନ, ଇଣ୍ଡିଆ କିପରି ହେଲା ?

  •  
  • 2
  •  
  •  
  •  
  •  
  •  
    2
    Shares

“ହିନ୍ଦୁ’ ଶବ୍ଦ ଜାତିବାଚକ ନହୋଇ ସ୍ଥାନବାଚକ ଏବଂ ଏହା ପ୍ରଚୀନ ଶବ୍ଦ ଅଟେ । ପ୍ରାଚୀନ ଶାସ୍ତ୍ର କହେ ଯେ ହିନ୍ଦ ମହାସାଗରର ପୂର୍ବ ମୁଣ୍ଡ (ଶିର)ରେ ଥିବା ଭାରତ ଦେଶକୁ ନିଜର ମାତୃ ଏବଂ ପିତୃଭୂମି ମାନିବା ବାଲା ବ୍ୟକ୍ତି “ହିନ୍ଦୁ’ ଅଟେ । ଧାର୍ମିକ ମାନ୍ୟତା ଅନୁସାରେ ବେଦପାଠ କରିବା ବାଲା, ଉତ୍ତମ ଆଚରଣଯୁ୍କ୍ତ, ଦେବୀ-ଦେବତାମାନଙ୍କର ପୂଜା କଲାବାଲା ହିନ୍ଦୁ ଶ୍ରେଣୀର ଅନ୍ତର୍ଭୁକ୍ତ । ହିନ୍ଦୁସ୍ତାନର ମୂଳ ନିବାସୀ ସେ ଯେକୌଣସି ଜାତି ବା ଧର୍ମର ହେଉ “ହିନ୍ଦୁ’ କୁହାଯାଇଥାଏ । “ହିନ୍ଦୁ’ରୁ “ହିନ୍ଦିୟା’କୁ ଅପ୍ରଭଂଶ(ଏଚ୍) ନୀରବ(ସାଇଲେଣ୍ଟ) ହୋଇ “ଇନ୍ଦିୟା’ ହେଲା ଯାହାର ଅପଭ୍ରଂଶ ହୋଇ “ଇଣ୍ଡିଆ’ ହୋଇଗଲା ଓ ଏହାର ନିବାସୀଙ୍କୁ “ଇଣ୍ଡିଆନ୍’ କୁହାଗଲା ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...