Astrology

କେଉଁ ଦେବତାଙ୍କୁ ପୂଜା କଲେ କି ଫଳ ମିଳେ

  •  
  • 2
  •  
  •  
  •  
  •  
  •  
    2
    Shares

– ଗଣେଶଙ୍କୁ ପୂଜା କଲେ ବୁଦ୍ଧି ଓ ଜ୍ଞାନ ଲାଭ ହୁଏ ।
– ଦୁର୍ଗାଙ୍କୁ ପୂଜା କଲେ, ଦୁର୍ଗତିନାଶ ଓ ଭୟ ଦୂର ହୁଏ ।
-ଲକ୍ଷ୍ମୀଙ୍କୁ ପୂଜା କଲେ, ଅଷ୍ଟ ଐଶ୍ୱର୍ଯ୍ୟ ଲାଭ ହୁଏ ।
-ସରସ୍ୱତୀଙ୍କୁ ପୂଜା କଲେ ବିଦ୍ୟାଲାଭ ହୁଏ ।
– ଶିବଙ୍କୁ ପୂଜା କଲେ, ଧନବୃଦ୍ଧି, ଜ୍ଞାନ ଲାଭ ଏବଂ ଯୋଗ ସିଦ୍ଧ ପ୍ରାପ୍ତ ହୁଏ । ବିପଦରୁ ଉଦ୍ଧାର ମିଳେ ଓ ସବୁ ପ୍ରକାର ମଙ୍ଗଳ ହୁଏ ।
– ବିଷ୍ଣୁଙ୍କୁ ପୂଜା କଲେ, ପରମାୟୁ ବୃଦ୍ଧି ଓ ବୈକୁଣ୍ଠ ଲାଭ ହୁଏ ।
– ସୂର୍ଯ୍ୟଙ୍କୁ ପୂଜା କଲେ ଶରୀର ନୀରୋଗ ରହେ ।
– ବ୍ରହ୍ମାଙ୍କୁ ପୂଜା କଲେ ଅଷ୍ଟ ଐଶ୍ୱର୍ଯ୍ୟ ଲାଭ ଓ ପରମାୟୁ ବୃଦ୍ଧି ହୁଏ ।
– ପାର୍ବତୀଙ୍କୁ ପୂଜା କଲେ ଶତ୍ରୁନାଶ ହୁଏ ।
– ଯମଙ୍କୁ ପୂଜା କଲେ ନର୍କରୁ ଉଦ୍ଧାର ଓ ଆୟୁ ବୃଦ୍ଧି ହୁଏ ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...