Astrology

କୀର୍ତ୍ତନ କରିବା ସମୟରେ ଲୋକେ ତାଳି ବଜାନ୍ତି କାହିଁକି ?

ଧାର୍ମିକ ମାନ୍ୟତା ଅନୁସାରେ କୀର୍ତ୍ତନ କରିବା ସମୟରେ ତାଳି ବଜାଇବାର ଏହି ଅର୍ଥ ହେଉଛି ଯେ, ଭକ୍ତ ଭଗବଦ୍ ନାମରେ ଏପରି ଭାବରେ ମଗ୍ନ ହୋଇଯାଏ, ଭଗବାନଙ୍କ ନାମ କୀର୍ତ୍ତନ କରି ବିହ୍ୱଳ ହୋଇସେଥିରେ ବୁଡିଯିବା, ନାମ ଧରି ଏକ ଧ୍ୟାନରେ ବୁଡି ରହି ଝୁଲି ଝୁଲିତାଳି ବଜାଇବା । ତାଳ ଧ୍ୱନୀର ତରଙ୍ଗ ପ୍ରଭୁଙ୍କୁ ଆନ୍ଦୋଳିତ କରେ, ଯେପରି ସେ ନିଜର ଭକ୍ତକୁ ରକ୍ଷା କରିବାକୁ ଏବଂ କୃପାରସ ବରଷିବା ପାଇଁ ସ୍ୱୟଂ ସେହି ସ୍ଥାନରେ ପହଞ୍ଚାଯାଆନ୍ତି ।

Loading...

Join The Discussion

Loading...