Home ଜ୍ୟୋତିଷ ବାସ୍ତୁଶାସ୍ତ୍ର ଅନୁଯାୟୀ ସ୍ତମ୍ଭ ନିର୍ମାଣ କିମ୍ବା କାନ୍ଥ ନିର୍ମାଣ କପରି କରିବେ ଜାଣନ୍ତୁ..

ବାସ୍ତୁଶାସ୍ତ୍ର ଅନୁଯାୟୀ ସ୍ତମ୍ଭ ନିର୍ମାଣ କିମ୍ବା କାନ୍ଥ ନିର୍ମାଣ କପରି କରିବେ ଜାଣନ୍ତୁ..

ମେଷ ବା ବୈଶାଖ ମାସ-ଏହି ମାସର ପ୍ରଥମ ସପ୍ତାହରେ ଉତ୍ତର ଦିଗ ବାୟବ୍ୟ କୋଣରେ ଚତୁର୍ଥ ସପ୍ତାହରେ ଉତ୍ତର ଦିଗ ବାୟବ୍ୟ କୋମର ଦ୍ୱିତୀୟ ଭାଗରେ ଖୁଣ୍ଟ ପକାଇବେ ଅଥବା କାନ୍ଥ କାର୍ଯ୍ୟ କରିବେ ।
ମିଥୁନ ବା ଆଷାଢ ମାସ-ଏହି ମାସର ପ୍ରଥମ ସପ୍ତାହରେ ପୂର୍ବ ଦିଗରେ ପୂର୍ବ ଦି ଐଶାନ୍ୟ କୋଣରେ । ଚତୁର୍ଥ ସପ୍ତାହରେ ପୂର୍ବ ଦିଗର ଐଶାନ୍ୟ କୋଣର ପ୍ରଥମ ଭାଗରେ ଖୁଣ୍ଟ ପକାଇବେ କିମ୍ବା କାନ୍ଥ କାର୍ଯ୍ୟ କରିବେ ।
ଶ୍ରାବଣ ମାସ-ଏହି ମାସର ପ୍ରଥମ ସପ୍ତାହରେ ପୂର୍ବ ଦିଗର ଐଶାନ୍ୟ କୋଣର ପ୍ରଥମ ଭାଗରେ, ଚତୁର୍ଥ ସପ୍ତାହର ପୂର୍ବ ଦିଗର ଐଶାନ୍ୟ କୋଣର ଦ୍ୱିତୀୟ ଭାଗରେ ଖୁଣ୍ଟ ବା କାନ୍ଥ ଦେଲେ ଶୁଭ ହେବ ।
ତୁଳା ବା କାର୍ତ୍ତିକ ମାସ-ଏହି ମାସର ପ୍ରଥମ ସପ୍ତାହରେ ଦକ୍ଷିଣ ଦିଗ ଆଗ୍ନେୟ କୋଣର ପ୍ରଥମ ଭାଗରେ । ଚତୁର୍ଥ ସପ୍ତାହରେ ଦକ୍ଷିଣ ଦିଗ ଅଗ୍ନି କୋଣର ଦ୍ୱିତୀୟ ଭାଗରେ ଖୁଣ୍ଟ ବା କାନ୍ଥ ଦେଲେ ଶୁଭ ହେବ ।
ବିଛା ବା ମାର୍ଗଶୀର ମାସ-ଏହି ମାସର ପ୍ରଥମ ସପ୍ତାହରେ ଦକ୍ଷିଣ ଦିଗ ଆଗ୍ନେୟ କୋଣର ଦ୍ୱିତୀୟ ଭାଗରେ, ଚତୁର୍ଥ ସପ୍ତାହରେ ଦକ୍ଷିଣ ଦିଗର ନୈରତ କୋଣରେ ଖୁଣ୍ଟ ପକାଇବ ବା କାନ୍ଥ ଦେଲେ ଶୁଭ ହେବ ।
କୁମ୍ଭ ବା ଫାଲ୍ଗୁନ ମାସ-ଏହି ମାସର ପ୍ରଥମ ସପ୍ତାହରେ ପଶ୍ଚିମ ଦିଗ ନୈରତ କୋଣର ଦ୍ୱିତୀୟ ଭାଗରେ । ଚତୁର୍ଥ ସପ୍ତାହରେ ପଶ୍ଚିମ ଦିଗ ବାୟବ୍ୟ କୋଣର ଗୃହରେ ଖୁଣ୍ଟ ପକାଇବେ କିମ୍ବା କାନ୍ଥ ନିର୍ମାଣ କଲେ ଶୁଭ ହୋଇଥାଏ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...