Astrology

ବ୍ରାହ୍ମଣଙ୍କୁ ଦେବତା କହନ୍ତି କାହିଁକି ?

  •  
  • 4
  •  
  •  
  •  
  •  
  •  
    4
    Shares

ସାରା ସଂସାର ଦେବତାମାନଙ୍କର ଅଧୀନ ବୋଲି ମନେ କରାଯାଏ ଏବଂ ଦେବତା ସର୍ବଦା ମନ୍ତ୍ରର ଅଧୀନ ରହନ୍ତି । ଅର୍ଥାତ୍ ମନ୍ତ୍ରଦ୍ୱାରା ତାଙ୍କର ପୂଜା, ଆରାଧନା କରାଯିବା ଦ୍ୱାରା ସେ ପ୍ରସନ୍ନ ହୁଅନ୍ତି ଏବଂ ଏହି ମନ୍ତ୍ରର ଜ୍ଞାତା, ମନ୍ତ୍ରକୁ ପ୍ରୟୋଗ ରହସ୍ୟ ଆଦିକୁ ବ୍ରାହ୍ମଣ ଭଲଭାବରେ ଜାଣନ୍ତି । ଏହି ପ୍ରକାରେ ବ୍ରାହ୍ମଣଦେବତା ତୁଲ୍ୟ ଅଟନ୍ତି । ଏଥିପାଇଁ ବ୍ରାହ୍ମଣକୁ ଦେବତା କୁହାଯାଏ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...