Astrology

ଆମେ ଅର୍ପଣ କରୁଥିବା ଭୋଗ ଠାକୁର କ’ଣ ଖାଆନ୍ତି ?

  •  
  • 3
  •  
  •  
  •  
  •  
  •  
    3
    Shares

ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି-ଯେ କୌଣସି ଭକ୍ତ ଫୁଲ, ଫୁଳ, ଅନ୍ନ, ଜଳ ପ୍ରେମପୂର୍ବକ ଅର୍ପଣ କରେ ମୁଁ ତାକୁ ସଗୁଣ ରୂପରେ ପ୍ରକଟ ହୋଇ ଗ୍ରହଣ କରିଥାଏ । ଭକ୍ତର ଯଦି ନିଷ୍ଠାଥିବ ତେବେ ଭଗବାନ କେବଳ ଥରେ ନୁହେଁ ଅଥଚ ଅନେକଥର ଉପସ୍ଥିତ ହୋଇ ପ୍ରସାଦ ଗ୍ରହଣ କରନ୍ତି । ପ୍ରମାଣ ସ୍ୱରୂପ ଶବରୀ, ଦୌପଦୀ, ବିଦୂର ଓ ସୁଦାମା ଇତ୍ୟାଦି । ଭଗବାନ୍ ପ୍ରେମପୂର୍ବକ ତାଙ୍କ ହାତରୁ ଭୋଜନ କରିଥିଲେ । ମୀରା ବାଈର ବିଷପାତ୍ରକୁ ସ୍ୱୟଂ ଭଗବାନ ପାନ କରିଥିଲେ । କେତେକ ବ୍ୟକ୍ତି ତାର୍କିକ ବୁଦ୍ଧର ଉପଯୋଗ କରି କହନ୍ତି ଯଦି ଭଗବାନ ଖାଆନ୍ତି ତେବେ ଭୋଗ କରାଯାଉଥିବା ପ୍ରସାଦ କମିଯାଆନ୍ତି । ସେମାନଙ୍କର କଥା ସତ୍ୟ ଅଟେ । ଯେପରି ପୁଷ୍ପରେ ଭ୍ରମର ବସେ ଓ ପୁଷ୍ପର ସୁଗନ୍ଧରେ ତୃପ୍ତ ହୋଇଯାଏ କିନ୍ତୁ ପୃଷ୍ଠର ଭାର କମେନାହିଂ, ସେହିପରି ଭଗବାନଙ୍କୁ ଅର୍ପଣ କରାଯାଉଥିବା ପ୍ରସାଦ(ଭୋଗ)ର ସୁଗନ୍ଧ ଏବଂ ଭକ୍ତର ପ୍ରେମରେ ହିଁ ଭଗବାନ ତୃପ୍ତ ହୁଅନ୍ତି । ଏହି ପ୍ରକାରେ ଭଗବାନ ତୃପ୍ତ ହୁଅନ୍ତି ଓ ପ୍ରସାଦ କମେ ନାହିଁ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...