Astrology

ସୀମନ୍ତରେ ସିନ୍ଦୁର ଲଗାଇବାରେ କୌଣସି ବୈଜ୍ଞାନିକ କାରଣ ଅଛି କି ?

ବ୍ରହ୍ମରୁନ୍ଧ୍ର ଏବଂ ଅଧ୍ମୀନାମକ ମର୍ମସ୍ଥାନର ଠିକ୍ ଉପରେ ସ୍ତ୍ରୀମାନେ ସିନ୍ଦୁର ଲଗାନ୍ତି ଯାହାକୁ ସାଧାରଣ ଭାଷାରେ ସୀମନ୍ତ କହନ୍ତି । ପୁରୁଷଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ଏହି ସ୍ଥାନଟି ଅପେକ୍ଷାକୃତ କୋମଳ ଅଟେ । ସିନ୍ଦୁରରେ ପାରା ଭଳି ଧାତୁ ଅତ୍ୟଧିକ ମାତ୍ରାରେ ମିଳିଥାେ, ଯାହା ସ୍ତ୍ରୀମାନଙ୍କର ଶରୀରର ବୈଦ୍ୟୁତୀୟ ଉର୍ଜାର ନିୟନ୍ତ୍ରିତ କରିଥାଏ ତଥା ମର୍ମସ୍ଥଳକୁ ବାହାରର ଦୁଷ୍ପ୍ରାପ୍ୟରୁ ରକ୍ଷା କରିଥାଏ ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ତ୍ରୀମାନେ ସିନ୍ଦୁର ଲଗାଇବା ଏକାନ୍ତ ଆବଶ୍ୟକ ।

Loading...

Join The Discussion

Loading...