Astrology

କାହାକୁ ବିବାହ କଲେ କ’ଣ ହୁଏ ?

  •  
  • 2
  •  
  •  
  •  
  •  
  •  
    2
    Shares

– ମାମୁଁ ଝିଅ, ମାତୃ କୁଳରେ ଜାତ ହୋଇଥିବା କନ୍ୟାକୁ, ବିବାହ କଲେ କିମ୍ବା ସହବାସ କଲେ ଚାନ୍ଦ୍ରାୟଣ ଦୋଷ ଲାଗେ ।
– ଜନ୍ମ ମାସ, ଜନ୍ମ ଦିବସ ଓ ଜନ୍ମ ନକ୍ଷତ୍ରରେ ବର ଓ କନ୍ୟାର ବିବାହାତି ଶୁଭକରମ ନିଷେଧ ଅଟେ । ଏହାକୁ ନମାନି ବିବାହ କଲେ ପରସ୍ପର ମଧ୍ୟରେ ଦୁଃଖ ବୃଦ୍ଧି ହୁଏ ।
– ସମଗୋତ୍ରରେ ବିବାହ କଲେ ବଂଶାନୁଗତ ରୋଗ ଦେଖାଦିଏ ।
– ଏକା ବର୍ଷରେ ଭିନ୍ନ ଭିନ୍ନ ମାସରେ ଦୁଇଭାଇ କିମ୍ବା ସହୋଦର ଦୁଇ ଭଉଣୀ କିମ୍ବା ସହୋଦର ଭାଇଭଉଣୀଙ୍କର ବିବାହ ନିଷେଧ କିମ୍ବା ଛଅମାସ ମଧ୍ୟରେ ବିବାହ କଲେ କନ୍ୟା ତିନି ବର୍ଷରେ ବିଧବା ହୁଏ ।
– ଜ୍ୟେଷ୍ଠ ମାସରେ ଜ୍ୟେଷ୍ଠବର ଓ ଜ୍ୟେଷ୍ଠକନ୍ୟାର ବିବାହ ନିଷେଧ, ମାତ୍ର ଏହାକୁ ନମାନି ବିବାହ କଲେ ଯେକୌଣସି କୁଳର କ୍ଷତି ହେବ ।
-ଯେଉଁ କନ୍ୟା ନଷ୍ଟ ଚରିତ୍ରା, ଅସୁନ୍ଦର ଦନ୍ତ, ଚକ୍ଷୁ ପିଙ୍ଗଳ ବର୍ଣ୍ଣ, ସର୍ବାଙ୍ଗ ରୋମାକୃତ, ମସ୍ତକର କେଶ ତାମ୍ର ବର୍ଣ୍ଣ, କପାଳ ଉଚ୍ଚ, ଦୁଇଜାନୁ ଅତି ବୃହତ୍ ପରସ୍ପର ଲଗାଲଗି, ଏପରି କନ୍ୟା ରାଜବଂଶରେ ଜନ୍ମ ହୋଇଥିଲେ ସୁଦ୍ଧା ତା’ସଙ୍ଗେ ବିବାହ ନିଷେଧ ।
– ଯେଉଁ କନ୍ୟାର ଆଖି ବଡ-ସେ ଅଳ୍ପାୟୁ ।
– ଯେଉଁ କନ୍ୟାର ଆଖି ବୃତ୍ତାକାର- ସେ କୁଳଟା ।
– ଯେଉଁ କନ୍ୟାର ଆଖି ପାଣ୍ଡୁର ବର୍ଣ୍ଣ- ସେ ଦୁର୍ଭାଗ୍ୟବତୀ ।
– ଯେଉଁ କନ୍ୟାର ଆଖି ମାର୍ଜାର ସମାନ-ସେ କୁଳନାଶିନୀ ।
– ଯାହାର ଆଖି କୋଟର, ପ୍ରାନ୍ତ ଗଭୀର ବା ଚକ୍ର- ସେ ମହାଦୁଷ୍ଟ ।
– ଯାହାର ଗଣ୍ଡସ୍ଥଳ କୂପତଲ୍ୟ ଗଭୀର-ସେ ବନ୍ଧ୍ୟା ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...