Astrology

କେଉଁ ବାରରେ ବ୍ରତ ପାଳନ କଲେ କ’ଣ ହୁଏ ?

  •  
  • 9
  •  
  •  
  •  
  •  
  •  
    9
    Shares

– ରବିବାରରେ ବ୍ରତ ପାଳନ କଲେ ମନୋକାମନା ସଫଳ ହୁଏ ।
– ସୋମବାରରେ ବ୍ରତ ପାଳନ କଲେ ସର୍ବସିଦ୍ଧି ହୁଏ, ଯଶ ବଢେ, ମନୋକାମନା ପୂରଣ ହୁଏ ।
– ମଙ୍ଗଳବାରରେ ବ୍ରତ ପାଳନ କଲେ ରିଷ୍ଟ ଖଣ୍ଡନ ହୁଏ । ସନ୍ତାନଙ୍କର ମଙ୍ଗଳ ହୁଏ ।
– ଗୁରୁବାରରେ ବ୍ରତ ପାଳନ କଲେ ଘର ଧନଧାନ୍ୟରେ ପୂର୍ଣ୍ଣ ହୁଏ ।
– ଶୁକ୍ରବାରରେ ବ୍ରତ ପାଳନ କଲେ ସନ୍ତାନ ସନ୍ତତିଙ୍କ ମଙ୍ଗଳ ହୁଏ ଓ ଉତ୍ତମା ପତ୍ନୀ ପ୍ରାପ୍ତ ହୁଏ ।
– ଶନିବାରରେ ବ୍ରତ ପାଳନ କଲେ ଗ୍ରହ ରିଷ୍ଟ ଖଣ୍ଡନ ହୁଏ ।

  •  
    9
    Shares
  •  
  • 9
  •  
  •  
  •  
  •  
Loading...

Join The Discussion

Loading...