Home ଜ୍ୟୋତିଷ ଏହି ତିନି ରାଶିର ଝିଅ, ପୁଅଙ୍କୁ ସହଜରେ ପ୍ରେମରେ ଫସେଇ ଦେଇ ପାରନ୍ତି

ଏହି ତିନି ରାଶିର ଝିଅ, ପୁଅଙ୍କୁ ସହଜରେ ପ୍ରେମରେ ଫସେଇ ଦେଇ ପାରନ୍ତି

ସୁନ୍ଦର ଝିଅ ଦେଖି ପୁଅମାନେ ପ୍ରେମରେ ପଡିବା ସ୍ୱାଭାବିକ କଥା । ପୁଅଙ୍କ ପାଇଁ ପ୍ରେମର ଅନୁଭୂତି ପୂରା ନିଆରା । ଜ୍ୟୋତିସଶାସ୍ତ୍ର ଅନୁସାରେ ପ୍ରେମ ସହିତ ବ୍ୟକ୍ତିର ରାଶିର ସଂପର୍କ ଥାଏ । ଜାଣିବା କେଉଁ ତିନି ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି । ସେହି ଝିଅମାନଙ୍କୁ ଦେଖି ପୁଅ ନିଜ ଆୟତ ହରେଇ ବସନ୍ତି ଓ ଝିଅଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବେ ପଡି ଯାଇଥାନ୍ତା।

ବୃଷ: ବୃଷ ରାଶିର ଝିଅମାନେ ଖାସ କରି ବହୁତ ସୁନ୍ଦର ହୋଇଥାନ୍ତି । ଏହି ଝିଅଙ୍କ ପାଖରେ ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ଥାଏ ଯାହା ପ୍ରତି ପୁଅକୁ ଆକର୍ଷିତ କରିଥାଏ । ଏହି ରାଶିର ଝିଅଙ୍କ କଥାରେ ପୁଅମାନେ ଚାଲନ୍ତି କାରଣ ଏଇ ଝିଅ ମାନେ ସଂପୂର୍ଣ୍ଣ ଭାବେ ପୁଅଙ୍କୁ ବଶ କରି ଦିଅନ୍ତି।

ମିଥୁନ: ମିଥୁନ ରାଶି ଝିଅମାନେ ନିଜ ମିଠା ମିଠା କଥା ଓ ବ୍ୟବହାରରେ ଅନ୍ୟକୁ ଆକର୍ଷିତ କରିଥାନ୍ତି । ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରୁଥିବା ଏହି ଝିଅମାନେ ନିଜ କଥା ପଛରେ କିମ୍ବା ଲୁଚେଇ କୁହନ୍ତି ନାହିଁ । ଏହି ଗୁଣ ଯୋଗୁ ପାଇଁ ପୁଅ ମାନେ ପ୍ରେମରେ ସହଜରେ ପଡ଼ି ଯାଆନ୍ତି ।

ବିଛା: ବିଛା ରାଶିର ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି । ସୁନ୍ଦର ହେବା ସହିତ ନିଜର ଭଲ ସ୍ୱଭାବ ଓ ଭାବମୂର୍ତ୍ତିକୁ ପୁଅଙ୍କ ସାମ୍ମାରେ ଦେଖାଇ ଥାଆନ୍ତି । ତେଣୁ ଏମାନେ ପୁଅଙ୍କୁ ଶୀଘ୍ର ପ୍ରେମରେ ବଶ କରି ଦିଅନ୍ତି।

ରାଜ୍ୟର ଖବର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...