Astrology

କେଉଁ ବାରରେ କ୍ଷୋ÷÷ର ହେଲେ କ’ଣ ହୁଏ ?

  •  
  • 3
  •  
  •  
  •  
  •  
  •  
    3
    Shares

-ରବିବାରରେ କ୍ଷୋ÷÷ର ହେଲେ ଦୁଃଖ ପ୍ରାପ୍ତି ହୁଏ ।
– ସୋମବାରରେ କ୍ଷୋ÷÷ର ହେଲେ ସୁଖ ମିଳେ ।
– ମଙ୍ଗଳବାରରେ କ୍ଷୋ÷÷ର ହେଲେ ଆୟୁଷ ହାନି ହୁଏ ।
– ବୁଧବାରରେ କ୍ଷୋ÷÷ର ହେଲେ ଆୟୁଷ ଓ ଶକ୍ତି ବୃଦ୍ଧି ହୁଏ ।
– ଗୁରୁବାରରେ କ୍ଷୋ÷÷ର ହେଲେ ଶକ୍ତିହୀନ ଓ ଅର୍ଥହାନୀ ହୁଏ ।
– ଶୁକ୍ରବାରରେ କ୍ଷୋ÷÷ର ହେଲେ ଆତ୍ମଶକ୍ତି ବଢେ । କିନ୍ତୁ ବଡପୁଅ ଥାଇ କ୍ଷୋ÷÷ର ହେଲେ ଅମଙ୍ଗଳ ହୁଏ । ବାପ ଓ ବଡପୁଅ ଗୋଟିଏ ଦିନରେ କ୍ଷୋ÷÷ର ହେଲେ ପରିବାରରେ ଅମଙ୍ଗଳ ହୁଏ । ସନ୍ତାନ ଦୁଃଖ ପାଏ । ଦାରିଦ୍ର‌୍ୟତା ଲାଗି ରହେ ।
-ଶନିବାରରେ କ୍ଷୋ÷÷ର ହେଲେ ଗ୍ରହପୀଡା ହୁଏ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...