Home ଜୀବନଚର୍ଯ୍ୟା ଘିକୁଆଁରୀର ଔଷଧୀୟ ଗୁଣ

ଘିକୁଆଁରୀର ଔଷଧୀୟ ଗୁଣ

() ଘିକୁଆଁରୀ ର ଉପକାରୀ ବିଷୟରେ  ଜାଣନ୍ତୁ  । । ଏହା କୌଣସି ସାଧାରଣ ଗଛ ନୁହେଁ  । ଏହା ଏକ ଔଷଧୀୟ ଗଛ  । ଆଉ ଏଥିରେ ଆପଣଙ୍କୁ ଅନେକ ଫାଇଦା ମଧ୍ୟ ମିଳିବ  । ଘିକୁଆଁରୀ ଗଛ ଆମ ବାଡି ବଗିଚାରେ  ପ୍ରାୟତଃ ଦେଖିବାକୁ ମିଳିଥାଏ  । ସାଧାରଣତଃ  ଜଳା ପୋଡା ପାଇଁ  ତିଆରି ହେଉଥିବା ମଲମ ଏହି ଗଛର ରସରୁ ତିଆରି କରାଯାଇଥାଏ  ।ରୋଷେଇ ଘରେ କାମ କରୁଥିବା ବେଳେ ଯଦି ଶରୀରରେ କୌଣସି ଚେଙ୍କ ଲାଗିଗଲା ତେବେ ପ୍ରଥମେ ଖୋଜା ପଡେ ଏହି ପତ୍ର  ।ଖାଲି ଏତିକି ନୁହେଁ କୌଣସି କୀଟ କିମ୍ବା ପୋକ ଯଦି  ଶରୀରରେ କ୍ଷତ ସୃଷ୍ଟି କଲା କିମ୍ବା କାମୁଡି ଦିଏ ତାହେଲେ ବି ଘିକୁଆଁରୀ ଗଛ ବହୁତ ଉପକାରରେ ଆସିଥାଏ  ।ଏହାର ରସ ପ୍ରତିଦିନ ପିଇବା ଦ୍ବାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧିହେବା ସହ  ଏହା ଆମ ଶରୀରକୁ ଶକ୍ତି ଦେଇଥାଏ ।ଏହା ସହ କେଶ ଓ ତ୍ବଚା ପାଇଁ ଏହା ଏକ ମହୌଷଧୀ   ଭଳି କାମ ଦେଇଥାଏ  । ଏହାର ଜେଲ କୁ  ପ୍ରତିଦିନ  ମୁହଁରେ ଲଗାଇବା ଦ୍ବାରା  ମୁହଁରେ ଥିବା ବ୍ରଣ ଦାଗ  ଦୂର ହେବା ସହ ଆଖି ତଳ କଳା ଦାଗ ମଧ୍ୟ ଦୂର ହୋଇଥାଏ ।ଯଦି ଆପଣଙ୍କ ସ୍କିନ୍ ରେ କୌଣସି ସାଇଡ୍ ଇଫେକ୍ଟ ଦେଖାଯାଉଛି ତେବେ ଏହାକୁ ବ୍ୟବହାର କରନ୍ତୁ ।  ଦେଖିବେ ଫାଇଦା ମିଳିବ  ।ସବୁଠାରୁ ବଡ କଥା ହେଲା ଶୁଷ୍କ ତ୍ବଚା ଲାଗି ଏହା ମୋଇଶ୍ଚରାଇଜର ଭାବେ କାମ କରେ  । ମୁହଁରେ ଯଦି ବ୍ରଣ ଉଠୁଛି ତେବେ ଏହି ରସ ମୁହଁରେ  ଲଗାନ୍ତୁ  । ଦେଖିବେ ମୁହଁର ବ୍ରଣ ଦାଗ ଧିରେ ଧିରେ ଭଲ ହୋଇଯିବ  ।ଖାଲି ସେତିକି ନୁହେଁ , ଏହା ମୁହଁରେ ଏବଂ ତ୍ବଚାରେ ଉଜ୍ଜଳତା ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ  ।

 

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...